oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ, ୪୪.୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

26/04/2022 at 7:36 PM

ଭୁବନେଶ୍ୱର, ୨୬/୦୪: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନକୁ ଦିନ ୪୪ ଡିଗ୍ରୀ ଡେଉଁଛି ଗୋଟିଏ ଗୋଟିଏ ସହର । ଆଜି ରାଜ୍ୟର ୨୨ଟି ସହର ୪୦ ଡିଗ୍ରୀ ପାର କରିଛି । ୪୪.୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ହୋଇଛି । ସେହିପରି ୪ଟି ସହରରେ ୪୩ ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରହିଛି । ଝାରସୁଗୁ଼ଡାରେ ୪୩.୯ ଡ଼ିଗ୍ରୀ,  ବଲାଙ୍ଗୀରରେ ୪୩.୮ ଡ଼ିଗ୍ରୀ , ସୋନପୁରରେରେ ୪୩.୬ ଡ଼ିଗ୍ରୀ ଏବଂ ଟିଟିଲାଗଡ଼ରେ ୪୩.୫ ଡ଼ିଗ୍ରୀ ତାପମାତ୍ରା ରହିଛି ।

ଆଜି ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡା: ୪୦.୪ ଡ଼ିଗ୍ରୀ, ସମ୍ବଲପୁର: ୩୯ ଡ଼ିଗ୍ରୀ, ବାଲେଶ୍ୱର: ୩୮ ଡ଼ିଗ୍ରୀ, ଭୁବନେଶ୍ୱର: ୩୭.୬ ଡ଼ିଗ୍ରୀ, ଚାନ୍ଦବାଲି: ୩୭ ଡ଼ିଗ୍ରୀ, କେନ୍ଦୁଝର: ୩୮.୮ ଡ଼ିଗ୍ରୀ, ହୀରାକୁଦ: ୩୮.୨ ଡ଼ିଗ୍ରୀ, ଗୋପାଳପୁର: ୩୦.୮, ଡ଼ିଗ୍ରୀ ପାରାଦ୍ୱୀପ: ୩୨.୦ ଡ଼ିଗ୍ରୀ, ପୁରୀ:୩୨.୮ ଡ଼ିଗ୍ରୀ ରେକର୍ଡ ହୋଇଛି ।

ତେବେ ଆଜି ଦିନ ୨.୩୦ ସୁଦ୍ଧା ଝାରସୁଗୁଡା: ୪୩.୬ ଡ଼ିଗ୍ରୀ, ସମ୍ବଲପୁର: ୪୨.୬ ଡ଼ିଗ୍ରୀ, ହୀରାକୁଦ: ୪୧.୮ ଡ଼ିଗ୍ରୀ, କେନ୍ଦୁଝର: ୪୦.୨ ଡ଼ିଗ୍ରୀ, ଚାନ୍ଦବାଲି: ୩୯.୪ ଡ଼ିଗ୍ରୀ, ଭୁବନେଶ୍ୱର: ୩୮ ଡ଼ିଗ୍ରୀ, ବାଲେଶ୍ୱର: ୩୭.୮ ଡ଼ିଗ୍ରୀ, ପୁରୀ: ୩୨.୬ ଡ଼ିଗ୍ରୀ, ପାରାଦ୍ୱୀପ: ୩୨ ଡ଼ିଗ୍ରୀ, ଗୋପାଳପୁର: ୨୯.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

   Related Posts