ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

୧୮ ସହରରେ ୪୦ ଡ଼ିଗ୍ରୀ ଟପିଲା ଦିନ ତାପମାତ୍ରା, ୪୩.୩ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର

13/06/2022 at 9:11 PM

ଭୁବନେଶ୍ୱର, ୧୩/୦୬: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ଆଜି ୪୩.୩ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ୯ ସହରରେ ୪୨ ଡ଼ିଗ୍ରୀ ଛୁଇଁଛି ପାରଦ । ୧୮ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ତା ଠାରୁ ଅଧିକ ରହିଛି । ଆହୁରି ୨୪ ଘଣ୍ଟା ତାତି ରହିବା ନେଇ ପାଣିପାଗ ବିଭାଗ କହିଛି । ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୩ ରୁ ୪  ଡ଼ିଗ୍ରୀ ଅଧିକ ରହିବ ଦିନ ତାପମାତ୍ରା । ୨୪ ଘଣ୍ଟା ପରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ତାପମାତ୍ରା ତଳକୁ ଖସିବ ବୋଲି ବିଭାଗ କହିଛି ।

   Related Posts