ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ମୃତ

26/05/2018 at 7:37 AM

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ମୃତ । ଜମ୍ମୁ-କାଶ୍ମୀର ଟଙ୍ଗଧର୍ ସେଣ୍ଟରରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଗୁଳିମାଡ କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ଭାରତୀୟ ସେନା । ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ଭାରତୀୟ ସେନା ଆତଙ୍କବାଦୀଙ୍କ ଉପରକୁ ଗୁଳିମାଡ କରିଥିଲେ । ଏବେ ବି ସ୍ଥାନୀୟ ଅଚଂଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କବାଦୀମାନେ ସୀମ।ରେ ଅନୁପ୍ରବେଶ କଲେ ତା’ର ପରିଣାମ ଭେ।ଗିବେ ବେ।ଲି ଭାରତୀୟ ସେନା ପ୍ରମୁଖ କହିଥିଲେ । ସେନା ପ୍ରମୁଖଙ୍କ କହିବାର ଗେ।ଟିଏ ଦିନ ପରେ ଆତଙ୍କବାଦୀମାନେ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି ।

Leave a Reply

   Related Posts