କଟକରୁ ୪ କ୍ବିଣ୍ଟାଲ ଭାଙ୍ଗ ଜବତ ; ୨ ଗିରଫ
27/05/2018 at 10:56 AM

କଟକରୁ ୪ କ୍ବିଣ୍ଟାଲ ଭାଙ୍ଗ ଜବତ ; ୨ ଗିରଫ
କଟକ ଷ୍ଟେସନ ବଜାରରୁ ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ
ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି
ଗିରଫ ଦୁଇଜଣ ହେଲେ କରୁଣାକର ଦାସ ଓ ରହୁନ ନାଏକ
ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା
Related Posts
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023