ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ବଡିଗାଟା ଜଙ୍ଗଲରେ ବିଏସ୍ଏଫ୍-ଏସ୍ଓଜି ଯବାନଙ୍କ ମିଳିତ ଅପରେସନ, ୪ ଲ୍ୟାଣ୍ଡମାଇନ ଉଦ୍ଧାର  

4/06/2022 at 8:39 PM

ମାଲକାନଗିରି, ୦୪/୦୬: ଯବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଲଗାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର କଲେ ବିଏସଏଫ ବାହିନୀ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବଡିଗାଟା ଜଙ୍ଗଲରେ ବିଏସଏଫ ଓ ଏସ.ଓ.ଜି ଯବାନ ମିଳିତ ଭାବେ କୁମ୍ୱିଂ ଅପରେସନରେ ଯାଇଥିବା ବେଳେ ଏହି ଲ୍ୟାଣ୍ଡମାଇନ ଠାବ ହୋଇଛି । ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ୱାରା ରାସ୍ତା ଗୁଡିକୁ ଯାଞ୍ଚ କରି ଆଗକୁ ବଢିବା ସମୟରେ ୪ଟି ଲ୍ୟାଣ୍ଡମାଇନ ସହ ୭୩୬ ଟି ଜିଲେଟିନ ଷ୍ଟିକର ସନ୍ଧାନ ପାଇଥିଲେ ସୁରକ୍ଷା କର୍ମୀ । ପରେ ଯବାନ ମାନେ ୪ଟି ଲ୍ୟାଣ୍ଡମାଇନକୁ ଅତି ସତର୍କତାର ସହ ମାଟି ତଳୁ ଉଦ୍ଧାର କରି ଏହାକୁ ନିଷ୍କ୍ରିୟ କରିବା ସହ ୭୩୬ଟି ଜିଲେଟିନ ଷ୍ଟିକକୁ ଜବତ କରିଛନ୍ତି ।

   Related Posts