ବନ୍ଧୁକ ଦେଖାଇ ଲୁଟିନେଲେ ୪ ଲକ୍ଷ, ଘଟଣାସ୍ଥଳରେ ପୋଲିସ୍ର ଛାନଭିନ୍
17/11/2023 at 11:03 PM

ବାଲେଶ୍ବର: ଖନ୍ତାପଡା ଥାନା କାନକାଟା ଛକ ନିକଟରେ ବନ୍ଧୁକ ଦେଖାଇ ଲୁଟ । ଦୋକାନ କାମ ସାରି ଘରକୁ ଫେରୁଥିବାବେଳେ ସିମେଣ୍ଟ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ୪ ଦୁବୃର୍ତ୍ତ ୪ ଲକ୍ଷ ଟଙ୍କା ସହ ଗାଡ଼ି ଏବଂ ମୋବାଇଲ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ତେବେ ଖବର ପାଇଁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।
Related Posts
ଗୌଡୁଣୀପୋଖରୀ ଗାଁରେ ଅଘଟଣ : ପୋଖରୀରେ ପଡି ଶିଶୁ ମୃତ
30 November 2023