ଘରକୁ ଫେରିଲେ ୪ ଅପହୃତ
22/04/2018 at 7:16 AM

ମାଓବାଦୀଙ୍କ ଦ୍ୱାରା ଅପହୃତ ୪ଜଣ ଘରକୁ ଫେରିଛନ୍ତି
କଳାହାଣ୍ଡି ତ୍ରିଲୋଚନପୁରର ୪ଜଣଙ୍କୁ ଗତ ୧୯ତାରିଖ ରାତିରେ ମାଓବାଦୀମାନେ ଅପହରଣ କରିନେଇଥିଲେ
ଆଜି ସେମାନଙ୍କୁ ମାଓବାଦୀମାନେ ଛାଡ଼ିଯାଇଛନ୍ତି
ସମସ୍ତଙ୍କୁ ମାଓବାଦୀ ପ୍ରବଳ ମାଡ ମାରିଛନ୍ତି
ଏହା ସହ ପୋଲିସ ଇନଫର୍ମର କାର୍ଯ୍ୟରୁ ନିବୃତ ରହିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି
କିନ୍ତୁ ଏସବୁକୁ ଖଣ୍ଡନ କରୁଛନ୍ତି ଅପହୃତ ଓ ତାଙ୍କ ପରିବାର ଲୋକେ
ମାଓବାଦୀଙ୍କ ଭୟରେ ସେମାନେ ମୁହଁ ଖୋଲୁନଥିବା ଜଣା ପଡିଛି