ଅଫୁଟା ବାଣରେ ନିଆଁ ଲଗାଉଥିବା ବେଳେ ହେଲା ବିସ୍ପୋରଣ, ୪ ନାବାଳକ ଗୁରୁତର

Published By : Prameya-News7 Bureau | May 22, 2022 IST

ଜଗତସିଂହପୁର, ୨୨/୦୫: ଜଗତସିଂହପୁର ଅନ୍ତର୍ଗତ କନକପୁର ଗାଁରେ ଅଘଟଣ । ଅଫୁଟା ବାଣରେ ନିଆଁ ଲଗାଉଥିବା ବେଳେ ବାଣ ବିସ୍ପୋରଣ ଘଟି ୪ ନାବାଳକ ଗୁରୁତର । ଗୁରୁତର ମାନଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚନ୍ଦନ ଯାତ୍ରାରେ ବ୍ୟବହୃତ ଅଫୁଟା ବାଣକୁ ସଂଗ୍ରକ କରି ୪ ଜଣ ନାବାଳକ ସେଥିରୁ ବାରୁଦ ବାହାର କରି ନିଆଁ ଲଗାଉଥିବା ବେଳେ ବିସ୍ପୋରଣ ଘଟିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.