ବିଷାକ୍ତ ଛତୁ ଖାଇ ୪ ଅସୁସ୍ଥ : ଜୟପୁର ମେଡିକାଲରେ ଭର୍ତ୍ତି
7/07/2019 at 10:25 AM

କୋରାପୁଟ ୭/୭: ବିଷାକ୍ତ ଛତୁ ଖାଇ ୪ ଅସୁସ୍ଥ ହୋଇଛନ୍ତି।ତାଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି।ଏହି ଘଟଣାଟି ଘଟିଛି ଜୟପୁର ବ୍ଲକ ଅନ୍ତର୍ଗତ ଡଙ୍ଗରଛିଞ୍ଚୀ ପଂଚାୟତର ଦୁର୍ଗାଭଟା ଗାଁରେ। ଅସୁସ୍ଥଙ୍କ ମଧ୍ୟରେ ୫ ବର୍ଷ ଶିଶୁ ଓ ୩ ମହିଳା ଅଛନ୍ତି। ଗତରାତିରେ ଛତୁ ଖାଇବା ପରେ ବାନ୍ତି ହେବା ସହ ଅସୁସ୍ଥ ହୋଇପଡିଥିଲେ।