suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ହୀରାକୁଦରେ ବନ୍ଦ ହେଲା ଆଉ ୪ ଗେଟ୍‌, ମୋଟ ୨୮ ଗେଟ୍‌ ଦେଇ ଜଳ ନିଷ୍କାସିତ

18/08/2022 at 7:03 PM

ସମ୍ବଲପୁର, ୧୮।୦୮: ହୀରାକୁଦରେ ବନ୍ଦ ହେଲା ଆଉ ୪ ଗେଟ୍‌ । ଏବେ ମୋଟ୍‌ ୨୮ଟି ଗେଟ୍‌ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି । ସକାଳ ସମୟରେ ୪ଟି ଗେଟ୍‌ ବନ୍ଦ କରାଯାଇଥିବା ବେଳେ ମଧ୍ୟାହ୍ନରେ ଆଉ ୪ ଗେଟ୍‌ ବନ୍ଦ ହୋଇଥିଲା । ବର୍ତ୍ତମାନ ହୀରାକୁଦରୁ ୨୮ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି ।

ଖବର ଅନୁଯାୟୀ, ବୁଧବାରଠୁ ଉପରମୁଣ୍ଡରେ ବର୍ଷା ହେଉନାହିଁ । ପୂର୍ବ ତୁଳନାରେ ଉପରମୁଣ୍ଡରୁ କମ୍‌ ପାଣି ଆସୁଛି । ଏପିରିକି ତଳମୁଣ୍ଡରେ ମଧ୍ୟ ବର୍ଷା ହେଉନାହିଁ । ଯାହାଫଳରେ ହୀରାକୁଦ ଜଳଭଣ୍ଡାରରେ ଧୀରେ ଧୀରେ ଜଳସ୍ତର କମିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଆଜି ୧୨ଟି ଗେଟ୍‌ ବନ୍ଦ କରାଯାଇଛି । ସକାଳେ ମୋଟ୍‌ ୪୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଏବେ ୨୮ଟି ଗେଟ୍‌ ଦେଇ ବନ୍ୟା ଜଳ ଛଡାଯାଉଛି । ବର୍ତ୍ତମାନ ହୀରାକୁଦର ଜଳଭଣ୍ଡାରରେ ସକାଳ ଅପେକ୍ଷା କମ୍‌ ଜଳସ୍ତର ରହିଛି ।

   Related Posts