ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

୪ ବନକର୍ମଚାରୀଙ୍କ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

3/10/2022 at 9:18 PM

ବିନିକା, ୦୩/୧୦: ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ କୌଡିଆମୁଣ୍ଡା ସେକ୍ସନ ସାହାଯବାହାଲ ଖାତୀପଡ଼ାଠାରେ ବିନିକା ବନକର୍ମଚାରୀଙ୍କ ଉପରେ ଗ୍ରାମର କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଜଣାପଡ଼ିଛି । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବନକର୍ମଚାରୀ ସ୍କ୍ୱାର୍ଡ ସହ ଗଛ ଖୋଜିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି । ଫଳରେ କୌଡ଼ିଆମୁଣ୍ଡ ଫରେଷ୍ଟର ଗୁରୁତର ହେବା ସହ ୪ ଜଣ ବନ କର୍ମଚାରୀ ସ୍କ୍ୱାର୍ଡ ଆହତ ହୋଇଛନ୍ତି । ସେମାନଙ୍କୁ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

   Related Posts