ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବାହୁଡାରେ ଅଘଟଣ: କୋଏଲ୍‌ ନଦୀରେ ବୁଡ଼ିଗଲେ ୪ ଭାଇ, ମିଳିଲା ୨ ମୃତଦେହ, ଅନ୍ୟ ଦୁଇ ଭାଇ ନିଖୋଜ

9/07/2022 at 6:18 PM

ରାଉରକେଲା,୦୯/୦୭: ବାହୁଡାରେ ଅଘଟଣ । ପୁଣି ଜୀବନ ନେଲା କୋଏଲ । କୋଏଲ ନଦୀରେ ବୁଡିଗଲେ ୪ ନାବାଳକ । ପମ୍ପ ହାଉସ ଘାଟରେ ଏପରି ଅଘଟଣ ଘଟିଥିବା ବେଳେ ୪ ନାବାଳକ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ଦୁଇ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁଇ ଭାଇ ଋଷୀ ସାହୁ(୧୧ ବର୍ଷ) ଏବଂ ଆୟୁସ ସାହୁ (୧୪ ବର୍ଷ) । ଅନ୍ୟପଟେ ନିଖୋଜ ହୋଇଯାଇଥିବା ଭାଇ ହେଲେ କୁନାଲ ସାହୁ (୧୩ ବର୍ଷ) ଏବଂ କୌଶଳ ସାହୁ (୧୭ ବର୍ଷ) । ମୃତ ଦୁଇ ନାବାଳକ ଫଳ ବ୍ୟବସାୟୀ ରମେଶ ସାହୁଙ୍କ ପୁଅ । ଦୁଇ ନିଖୋଜ ନାବାଳକ ରମେଶ ସାହୁଙ୍କ ଶାଳୀ ସୁନିତା ସାହୁଙ୍କ ଦୁଇ ପୁଅ । ଆଜି ୩ଟାରେ ଗାଧୋଇବାକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି ।

   Related Posts