scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନକଲି ଜର୍ଦ୍ଦା କାରଖାନା ଠାବ, ୪ ଗିରଫ

13/01/2020 at 10:38 AM

ଯାଜପୁର ୧୩/୧: ଯାଜପୁର ବଇରି ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗାଁରୁ ଠାବ ହୋଇଛି ନକଲି ଜର୍ଦ୍ଦା କାରଖାନା। ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି। ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ଜର୍ଦ୍ଦା ତିଆରି ସାମଗ୍ରୀ ମଧ୍ୟ ଜବତ ହୋଇଛି।

ନକଲି କାରଖାନା ଚାଲୁଥିବା ଖବର ପାଇଁ ଯାଜପୁର ଏସ୍‌ଡିପିଓ ଚିନ୍ମୟ ନାୟକ ଓ ଡିଏସ୍‌ପି ଦୀପକ ଗୋଚ୍ଛାୟତଙ୍କ ସହାୟତାରେ ଚଢାଉ କରିଥିଲା ଅବକାରୀ ବିଭାଗ ସ୍ପେଶାଲ ସ୍କ୍ବାଡ। ଆଜି  ଭୋରରୁ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି ପୋଲିସ।

   Related Posts