ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବାରହା ଶିକାର କରି ଫେରୁଥିଲେ, ମାଡି ବସିଲେ ରେଞ୍ଜର, ୪ ଯୁବକ ଗିରଫ

5/11/2022 at 5:09 PM

ରାଉରକେଲା: ସୁନ୍ଦରଗଡ଼ ଜିଲା ବଣାଇ ରେଞ୍ଜ ଅନ୍ତର୍ଗତ ଟିକାୟତପାଲି ସେକ୍ସନର ତିଲେଇମାଲ ଜପ୍ତି ଜଗଂଲରେ ବାରହା ଶିକାର କରି ଫେରୁଥିଲେ। ଏହି ସମୟରେ ରେଞ୍ଜର ଚଢାଉ କରି ଚାରି ଜଣଙ୍କୁ ବାରହା ଶିକାର କରିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।   

ଫାସ ବସାଇ ବାରହା ଶିକାର କରୁଥିବା ଖବର ପାଇ ବଣାଇଁ ରେଞ୍ଜର ମନୋଜ କୁମାର ପାତ୍ର ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଆଉ ବାରହା ମାରି ଫେରୁଥିବା ବେଳେ ତିଲେଇମାଲ ଜପ୍ତି ଜଙ୍ଗଲରେ ଚଢ଼ାଉ କରି  ଗ୍ରାମର ୪ ଜଣ ଙ୍କୁ ଧରିବା ସହିତ ମାଂସ, ତାର ଫାସକୁ ଜବତ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ତିଳେଇ ମାଲ ଗ୍ରାମର କୁବେର ମହାକୁଳ(୨୫), ବୁଟୁ କିସାନ (୫୨), ହରି କିସାନ (୨୭), ମୋଚରାଇ ମୁଣ୍ଡା (୩୧)।

   Related Posts