vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟି ବନ୍ଦ କରି ବ୍ୟାଟିଂ କର, ପଡିଆରେ ଜନି ବେୟରଷ୍ଟୋଙ୍କ- ବିରାଟ କୋହଲି ମୁହାଁମୁହିଁ, ଭିଡିଓ ଭାଇରାଲ
  • ||
  • ମହାରାଷ୍ଟ୍ର ରାଜନୀତି : ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ, ସେପଟେ ଅଡୁଆରେ ଠାକରେ ଗୋଷ୍ଠୀ
  • ||
  • ୨୪ ଘଣ୍ଟାରେ ଲଘୁଚାପ ବଳୟ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ରୋହିତ ଶର୍ମା ଫିଟ୍, ସୁସ୍ଥ ହେଲା ପରେ କରୁଛନ୍ତି ପ୍ରାକ୍ଟିସ୍
  • ||
  • ଖାଲି ଶତକ ନୁହେଁ, ବଡ ସ୍କୋର କରିବାରେ ମଧ୍ୟ ବିରାଟ ବିଫଳ : ଏଜବେଷ୍ଟନ୍ ଟେଷ୍ଟରେ ବି ଫ୍ଲପ୍ ରନ୍ ମେସିନ୍
  • ||

ବର୍ଷାରେ ଗାଧୋଇଲେ ମିଳିଥାଏ ଏହି ୪ଟି ଆଶ୍ଚର୍ଯ୍ୟଜନକ ଫାଇଦା

19/08/2019 at 6:04 PM

ସ୍କୁଲ,କଲେଜ,ଅଫିସ୍,କୌଣସି ପାର୍ଟି ଏବଂ କୌଣସି ଜରୁରୀ ମିଟିଙ୍ଗରେ ଯିବାର ଥିଲେ ବର୍ଷାରେ ଓଦା ହୋଇ ଯିବାକୁ ଅଧିକାଂଶ ଲୋକଙ୍କୁ ବହୁତ ମଜା ଲାଗିଥାଏ। ବର୍ଷା ପାଣି ଆପଣଙ୍କ ତ୍ବଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ସହିତ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।  ତେବେ ଆସନ୍ତୁ ଜାଣିବା ବର୍ଷା ପାଣି ଦ୍ବାରା ହେଉଥିବା ଲାଭ ବିଷୟରେ

୧. ବର୍ଷା ପାଣି ଯେକୌଣସି ପାତ୍ରରେ ଏକାଠି କରି ଏହି ପାଣିରେ କେଶକୁ ଧୋଇଲେ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଦ୍ବାରା ଆପଣଙ୍କ କେଶ ଅତ୍ୟନ୍ତ ମୁଲାୟମ ଏବଂ ଆକର୍ଷଣୀୟ ଦେଖାଯିବ।

୨. ବର୍ଷା ପାଣିରେ ଗାଧୋଇଲେ ଏହା ଆପଣଙ୍କ ତ୍ବଚାକୁ ପରିଷ୍କାର କରିଥାଏ।

୩. ଏହି ପାଣିକୁ କୌଣସି ସଫା ପାତ୍ର କିମ୍ବା ବୋତଲରେ ଭର୍ତ୍ତି କରି ରଖନ୍ତୁ ଏବଂ ଶୋଇବା ପୂର୍ବରୁ ନିଜ ତ୍ବଚାରେ ଏହି ପାଣିକୁ ଲଗାଇ ତ୍ବଚାକୁ ସଫା କରନ୍ତୁ। କିଛି ଦିନରେ ଆପଣଙ୍କ ତ୍ବଚା ଦାଗହୀନ ଏବଂ ମୁଲାୟମ ହୋଇଯିବ।

୪. ସକାଳୁ ଉଠି ଏହି ପାଣିରେ ତ୍ବଚା ଧୋଇଲେ ତ୍ବଚାର ରଙ୍ଗ ମଧ୍ୟ ଗୋରା ହୋଇଥାଏ ଏବଂ ତ୍ବଚାରେ ଥିବା ଦାଗ,ଚିହ୍ନ ଦୂର ହୋଇଯାଇଥାଏ। ଏହି ପାଣିକୁ ଆପଣ ପେଡିକିଓର କରିବା ପାଇଁ ମଧ୍ୟ ବ୍ୟବହାର କରି ପାରିବେ। ଏହା ପ୍ରକୃତରେ କମାଲ କରିଥାଏ।

   Related Posts