scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଇଏଏସ ବିନୋଦ କୁମାରଙ୍କୁ ତିନି ବର୍ଷ ଜେଲ ଓ ୫୦ ଲକ୍ଷ ଟଂକା ଜୋରିମାନା

24/09/2018 at 3:11 PM

ଭୁବନେଶ୍ବର୨୪| ୯: ଓଏଚଆରଡିସି ପ୍ଲାଟ ଦୁର୍ନୀତି ମାମଲାରେ ଆଇଏଏସ  ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍ ଓ ୫୦ ହଜାର ଟଙ୍କା ଜମିମାନା  ହୋଇଛି। ଭୁବନେଶ୍ବର ସ୍ପେଶାଲ ଭିଜିଲାନ୍ସ କୋର୍ଟ ଏହି ରାୟ ଦେଇଛନ୍ତି । ବିନୋଦକୁମାରଙ୍କ ସହ ଆଉ ୬ଜଣଙ୍କୁ ମଧ୍ୟ ଏହି ମାମଲାରେ ଅଦାଲତ ସମାନ ଦଣ୍ଡ ଶୁଣାଇଛି। ତେବେ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଆକାଉଣ୍ଟାଣ୍ଟ ଚିତ୍ତ ମଲ୍ଲିକ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ଅଦାଲତ ।ବିନୋଦ କୁମାର ନାଁରେ ୨୨ଟି ମାମଲା ରୁଜୁ ହୋଇଥିଲା । ୨୦୦୧ ମସିହାରେ ବିନୋଦ କୁମାର ଓଏଚଆରଡିସର ଏମଡି ଥିବାବେଳେ କୋଟିଏ ଦୁଇ ଲକ୍ଷ ଟଂକାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା ।

 

   Related Posts