Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ,ଶୌଚହେବାକୁ ଯାଇଥିବା ସମୟରେ ଘଟିଥିଲା ଅଘଟଣ

27/03/2019 at 8:45 PM

ଦାରିଙ୍ଗିବାଡ଼ି ୨୭/୩- ଦାରିଙ୍ଗିବାଡ଼ି ପର୍ତ୍ତମାହା ଗାଁରେ ଅଘଟଣ । ପୋଖରୀରେ ବୁଡ଼ି ୩ ନାବାଳିକା ମୃତ୍ୟୁ । ଶୌଚହେବାକୁ ଯାଇଥିବା ସମୟରେ ଘଟିଛି ଏଭଳି ଅଘଟଣ । ମୃତକ ତିନିଜଣ ହେଲେ ମେନକା ନାୟକ, ରେଣୁକା ନାୟକ ଓ ଲିସା ସେନାପତି ।

   Related Posts