ରାଜ୍ୟରେ ଚିହ୍ନଟ ହେଲେ ୩୬୦୦ କରୋନା ସଂକ୍ରମିତ, ୨୨୬୩୩୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
2/10/2020 at 11:20 AM

ଭୁବନେଶ୍ବର ୨।୧୦: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୬୦୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୩୩୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୦୯ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୪୯୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୦୦ଜଣ, ବାଲେଶ୍ବର ଜିଲ୍ଲାରୁ ୧୦୭ଜଣ, ବରଗଡ଼ ଜିଲ୍ଲାରୁ ୧୦୬ଜଣ, ଭଦ୍ରକ ଜିଲ୍ଲାରୁ ୮୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୯୯ଜଣ, ବୌଦ୍ଧ ଜିଲ୍ଲାରୁ ୪୭ଜଣ, କଟକ ଜିଲ୍ଲାରୁ ୩୫୮ଜଣ, ଦେଓଗଡ଼ ଜିଲ୍ଲାରୁ ୧୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୭ଜଣ, ଗଜପତି ଜିଲ୍ଲାରୁ ୧୯ଜଣ, ଗଞ୍ଜାମ ଜିଲ୍ଲାରୁ ୩୧ଜଣ, ଜଗତସିଂହପୁର ଜିଲ୍ଲାରୁ ୭୩ଜଣ, ଯାଜପୁର ଜିଲ୍ଲାରୁ ୧୩୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୧ଜଣ, କଳାହାଣ୍ଡି ଜିଲ୍ଲାରୁ ୫୧ଜଣ, କନ୍ଧମାଳ ଜିଲ୍ଲାରୁ ୯୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୯ଜଣ, କେନ୍ଦୁଝର ଜିଲ୍ଲାରୁ ୧୦୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭୬୬ଜଣ, କୋରାପୁଟ ଜିଲ୍ଲାରୁ ୬୬ଜଣ, ମାଲକାନଗିରି ଜିଲ୍ଲାରୁ ୪୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧୬ଜଣ, ନୟାଗଡ଼ ଜିଲ୍ଲାରୁ ୭୪ଜଣ, ନୂଆପଡ଼ା ଜିଲ୍ଲାରୁ ୮୪ଜଣ, ପୁରୀ ଜିଲ୍ଲାରୁ ୧୧୫ଜଣ, ରାୟଗଡ଼ା ଜିଲ୍ଲାରୁ ୩୨ଜଣ, ସମ୍ବଲପୁର ଜିଲ୍ଲାରୁ ୧୨୬ଜଣ, ସୋନପୁର ଜିଲ୍ଲାରୁ ୧୨୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୯ଜଣ, ଷ୍ଟେଟ ପୁଲ୍ରୁ ୧୫୮ଜଣ ରହିଛନ୍ତି ।
Covid-19 Report For 1st October
— I & PR Department, Odisha (@IPR_Odisha) October 2, 2020
New Positive Cases: 3600
In quarantine: 2109
Local contacts: 1491
(Details of local contacts will be shared by concerned District Administration)
District Wise Cases
1. Angul: 100
2. Balasore: 107
3. Bargarh: 106
4. Bhadrak: 82
5. Balangir: 99
6. Boudh: 47
— I & PR Department, Odisha (@IPR_Odisha) October 2, 2020
7. Cuttack: 358
8. Deogarh: 11
9. Dhenkanal: 47
10. Gajapati: 19
11. Ganjam: 31
12. Jagatsinghpur: 73
13. Jajpur: 139
14. Jharsuguda: 41
15. Kalahandi: 51
16. Kandhamal: 97
17. Kendrapada: 129
18. Keonjhar: 106
19. Khurda: 766
20. Koraput: 66
21. Malkangiri: 46
22. Mayurbhanj: 156
— I & PR Department, Odisha (@IPR_Odisha) October 2, 2020
23. Nawrangpur: 116
24. Nayagarh: 74
25. Nuapada: 84
26. Puri: 115
27. Rayagada: 32
28. Sambalpur: 126
29. Sonepur: 129
30. Sundargarh: 89
31. State Pool: 158
New Recovery: 4380
Cumulative Tested: 3348861
Positive: 226334
Recovered: 190080
Active Case: 35326
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୨୬୩୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୫୩୨୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୯୦୦୮୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୩୪୮୮୬୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।