ମଧ୍ୟାହ୍ନ ଭୋଜନ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ, ହଷ୍ଟେଲ୍‌ରେ ପହଞ୍ଚିଲା ଡାକ୍ତରୀ ଦଳ

Published By : Prameya-News7 Bureau | September 22, 2022 IST

ନୂଆପଡା, ୨୨/୦୯: ମଧ୍ୟାହ୍ନ ଭୋଜନ ଖାଇ ୩୦ ଛାତ୍ର ଛାତ୍ରୀ ଅସୁସ୍ଥ । ନୂଆପଡା ବ୍ଲକ ସାହିପଲା ଆଦିବାସୀ ଛାତ୍ରୀ ନିବାସର ୨୨ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଖବର ପାଇ ଦର୍ଲ୍ଲିମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଦଳ ହଷ୍ଟେଲରେ ପହଞ୍ଚିଛନ୍ତି । ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.