AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଏକାଦଶାହ ଭୋଜି ଖାଇ ୩୦ରୁ ଉର୍ଦ୍ଧ୍ଵ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଗୁରୁତର କଟକ ସ୍ଥାନାନ୍ତର

18/01/2023 at 8:49 PM

ସାଲେପୁର: ଏକାଦଶାହ ଭୋଜି ଖାଇ ୩୦ରୁ ଉର୍ଦ୍ଧ୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ। ସେଥିମଧ୍ୟରୁ ୬ଜଣ ଶିଶୁ ହୋଇଥିଲାବେଳେ ଅନ୍ୟମାନେ ପୁରୁଷ ଓ ମହିଳା ଅଟନ୍ତି। କଟକ ଜିଲ୍ଲା ସାଲେପୁର ବ୍ଳକ ଳଷ୍ମୀନାରାୟଣପୁର ଗ୍ରାମରୁ ଏଭଳି ଘଟଣା ସମ୍ନାକୁ ଆସିଛି।

ଲଷ୍ମୀନାରାୟଣପୁର ଗ୍ରାମରେ ଏକାଦଶାହ ଭୋଜି ଖାଇ ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ସାଲେପୁର ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ଅନ୍ୟ ଗୁରୁତର ଆକ୍ରାନ୍ତମାନଙ୍କୁ କଟକ ବଡ଼ ମେଡିକାଲକୁ ପଠା ଯାଇଥିବା ସୂଚନା ମିଳିଛି।

   Related Posts