ଏକାଦଶାହ ଭୋଜି ଖାଇ ୩୦ରୁ ଉର୍ଦ୍ଧ୍ଵ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଗୁରୁତର କଟକ ସ୍ଥାନାନ୍ତର
18/01/2023 at 8:49 PM

ସାଲେପୁର: ଏକାଦଶାହ ଭୋଜି ଖାଇ ୩୦ରୁ ଉର୍ଦ୍ଧ୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ। ସେଥିମଧ୍ୟରୁ ୬ଜଣ ଶିଶୁ ହୋଇଥିଲାବେଳେ ଅନ୍ୟମାନେ ପୁରୁଷ ଓ ମହିଳା ଅଟନ୍ତି। କଟକ ଜିଲ୍ଲା ସାଲେପୁର ବ୍ଳକ ଳଷ୍ମୀନାରାୟଣପୁର ଗ୍ରାମରୁ ଏଭଳି ଘଟଣା ସମ୍ନାକୁ ଆସିଛି।
ଲଷ୍ମୀନାରାୟଣପୁର ଗ୍ରାମରେ ଏକାଦଶାହ ଭୋଜି ଖାଇ ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ସାଲେପୁର ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ଅନ୍ୟ ଗୁରୁତର ଆକ୍ରାନ୍ତମାନଙ୍କୁ କଟକ ବଡ଼ ମେଡିକାଲକୁ ପଠା ଯାଇଥିବା ସୂଚନା ମିଳିଛି।
Related Posts
କୋରାପୁଟରେ ଚାଞ୍ଚଲ୍ୟ, ଗଳା କାଟି ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
6 February 2023