ଗହୀରମଥାରୁ ବେଆଇନ ଭାବେ ମାଛ ଧରିବା ଅଭିଯୋଗରେ ୩୦ ମତ୍ସ୍ୟଜୀବୀ ଗିରଫ
5/11/2018 at 10:58 AM

କେନ୍ଦ୍ରାପଡା ୫|୧୧: ବେଆଇନ ମାଛ ଧରିବା ଅଭିଯୋଗରେ ୩୦ ମତ୍ସ୍ୟଜୀବୀ ଗିରଫ ହୋଇଛନ୍ତି । ପଟ୍ଟାମୁଣ୍ଡାଇ ରାଜନଗର ଗହୀରମଥାରୁ ୩୦ ମତ୍ସ୍ୟଜୀବୀ ଗିରଫ କରିଛି ରାଜନଗର ବନ ବିଭାଗ । ଏହାସହ ୩ଟି ଟ୍ରଲର ଜବତ କରାଯାଇଛି । ଅଣ୍ଡା ଦେବା ପାଇଁ ଆସୁଥିବା ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ମେ ୧ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଲଗା ଯାଇଛି ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023