oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଏଲ ନଦୀର ସ୍ରୋତରେ ଭାସିଗଲେ ୩ ଯୁବକ: ବର୍ତ୍ତମାନ ସୁଦ୍ଧା ମିଳୁ ନାହିଁ ପତ୍ତା

20/12/2020 at 3:27 PM

ରାଉରକେଲା୨୦/୧୨: କୋଏଲ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ। ମିଳିଥିବା ସୂଚନା ମୁତାବକ,  ରାଉରକେଲାସ୍ଥିତ କୋଏଲ ନଦୀରେ ରବିବାର ଅପରାହ୍ନରେ ଗାଧୋଇବା ବେଳେ ଜଳ ସ୍ରୋତରେ ୩ ଜଣ ଭାସି ଯାଇଛନ୍ତି।ପିକନିକ୍ କରିବା ଲାଗି କିଛି ଯୁବକ ସାଙ୍ଗ ହୋଇ ଯାଇଥିଲେ।

ଝରିପାଣି ନିକଟରେ ଥିବା କୋଏଲ ନଦୀରେ ଗାଧୋଇଥିଲେ। ବର୍ତ୍ତମାନ ସୁଦ୍ଧା ୩ ଯୁବକଙ୍କ ପତ୍ତା ମିଳି ନାହିଁ। ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

   Related Posts