Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

୩ ବର୍ଷର ଠକେଇ ଓ ଦୁର୍ନୀତି ମାମଲା ତଥ୍ୟ ରଖିଲେ କ୍ରାଇମବ୍ରାଞ୍ଚ EOW

30/05/2018 at 6:35 AM

୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ଠକେଇ ଓ ଦୁର୍ନୀତିର ହିସାବ ରଖିଛନ୍ତି … ( ବ୍ୟାଙ୍କ ଠକେଇ, ଫାଇନାନ୍ସିଆଲ ଏଷ୍ଟାବ୍ଲିସମେଣ୍ଟ, ନିଯୁକ୍ତିରେ ଠକେଇ, ଇନ୍ସ୍ୟୁରାନ୍ସ ଫ୍ରଡ ଏବଂ ଜମି ଦୁର୍ନୀତି ଭଳି ମାମଲା ଓ ଏହାର ଫଇସଲା ନେଇ ସୂଚନା ଦେଇଛନ୍ତି )… ୨୦୧୭ରେ ଏଭଳି ୨୬ଟି ମାମଲା ହୋଇଥିଲା … ଏଥିରେ ମୋଟ୍ ୭୪ ଜଣଙ୍କୁ ଗିରଫ କରାଯାଇଛି … କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୪ଟି କେଶରେ ସମ୍ପତ୍ତି ବ୍ୟାଜାପ୍ତି କରାଯାଇଛି … ସେହିଭଳି ୨୦୧୮ରେ ୧୩ଟି ମାମଲା ରୁଜୁ ହୋଇଛି … ମୋଟ୍ ୫୯ ଜଣଙ୍କୁ ଗିରଫ କରାଯାଇଛି … ୬ଟି ମାମଲାରେ ଅଭିଯୁକ୍ତଙ୍କ ସମ୍ପତ୍ତି ବ୍ୟାଜାପ୍ତି ହୋଇଛି … ଏନେଇ ପୋଲିସ ଡିଜି ଆର୍.ପି ଶର୍ମାଙ୍କ ସୂଚନା ଦେଇଛନ୍ତି …

Leave a Reply

   Related Posts