ପୋଖରୀରେ ବୁଡି ୩ ବର୍ଷର ଶିଶୁପୁତ୍ର ମୃତ, ସନ୍ଧ୍ୟାରେ ବାଡ଼ିକୁ ଯାଇଥିବା ବେଳେ ବୁଡ଼ିଯାଇଥିବା ଅନୁମାନ
12/09/2022 at 10:34 PM

ପଟ୍ଟାମୁଣ୍ଡାଇ, ୧୨।୦୯: ରାଜକନିକା ପାରିନୂଆପଡା ଗ୍ରାମରେ ଅଘଟଣ । ପୋଖରୀରେ ବୁଡି ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି । ମୃତକ ହିମାଂଶୁ ବେହୁରାଙ୍କ ପୁଅ ସାଇ ଶୁଭ୍ରାଂଶୁ ବେହେରା ବୋଲି ଜଣାପଡ଼ିଛି । ସାଇ ସନ୍ଧ୍ୟାରେ ବାଡ଼ିକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023