Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ପୋଖରୀରେ ବୁଡି ୩ ବର୍ଷର ଶିଶୁପୁତ୍ର ମୃତ, ସନ୍ଧ୍ୟାରେ ବାଡ଼ିକୁ ଯାଇଥିବା ବେଳେ ବୁଡ଼ିଯାଇଥିବା ଅନୁମାନ

12/09/2022 at 10:34 PM

ପଟ୍ଟାମୁଣ୍ଡାଇ, ୧୨।୦୯: ରାଜକନିକା ପାରିନୂଆପଡା ଗ୍ରାମରେ ଅଘଟଣ । ପୋଖରୀରେ ବୁଡି ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି । ମୃତକ ହିମାଂଶୁ ବେହୁରାଙ୍କ ପୁଅ ସାଇ ଶୁଭ୍ରାଂଶୁ ବେହେରା ବୋଲି ଜଣାପଡ଼ିଛି । ସାଇ ସନ୍ଧ୍ୟାରେ ବାଡ଼ିକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।

   Related Posts