ନାରାୟଣପାଟଣାରେ ଅଭାବନୀୟ ଘଟଣା, ଛୁଆ ସହ ଦଉଡି ଲଗାଇ ଝୁଲି ପଡିଲେ ସ୍ଵାମୀ-ସ୍ତ୍ରୀ !
12/02/2023 at 9:00 PM

ନାରାୟଣପାଟଣା : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ତୟାପୁଟ ଗ୍ରାମରେ ଅଭାବନୀୟ ଘଟଣା। ରାଜା ନାମକ ଗୋଟିଏ ପରିବାରର ତିନି ଜଣ ମୃତ୍ୟୁବରଣ କରିଛନ୍ତି। ବାପା-ମାଆ ଦୁଇ ବର୍ଷ ଛୁଆ ସହିତ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି। ଖବର ଲେଖାଯିବା ସୁଦ୍ଧା ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚି ନାହିଁ।
Related Posts
ରାମ ନବମୀ, ଭଦ୍ରକରେ ହେବ ବିଶାଳ ଶୋଭାଯାତ୍ରା
30 March 2023
ପବିତ୍ର ଶ୍ରୀରାମ ନବମୀ, ଶ୍ରୀମନ୍ଦିରରେ ରାମଜନ୍ମ ନୀତି
30 March 2023