oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ମାଆ ସହ ଝଗଡ଼ା କରି ଆତ୍ମହତ୍ୟା ଧମକ ଦେଇ ଆସିଥିଲା ପୁଅ, ପୋଲ ତଳୁ ମିଳିଲା ଛାତ୍ରଙ୍କ ମୃତଦେହ

23/09/2022 at 7:36 PM

ପଟ୍ଟାମୁଣ୍ଡାଇ, ୨୩/୦୯: ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବ୍ରାହ୍ମଣୀ ନଦୀର ପତ୍ରପୁର ପୋଲ ତଳୁ ହଷ୍ଟେଲ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଜଣକ ଶଙ୍ଖପଦା ଗାଁର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ନାମ ପବିତ୍ର ସେଠି । ରାତିରେ ମାଆ ସହ ବଚସା ପରେ ଆତ୍ମହତ୍ୟା ଧମକ ଦେଇ ପବିତ୍ର ଆସିଥିବା ସୂଚନା ମିଳିଛି ।

   Related Posts