ଭୁବନେଶ୍ୱର: କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବେ ଓଡ଼ିଶାର ୩ ପୋଲିସ। ଗଜପତିର ପୋଲିସ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ ଏହି ପୁରସ୍କାର ପାଇବେ। ସେହିପରି ଗଞ୍ଜାମ ଜିଲ୍ଲାର ରାଜେନ୍ଦ୍ର ନଗର ପଟ୍ଟନାୟକ ଓ ମାଲକାନାଗିରିର ରିଗନ କୁଣ୍ଡୁ ଏହି ପୁରସ୍କାର ପାଇବେ।
It is a matter of great pride that three police officers of Odisha have been awarded with the "Kendriya Grihmantri Dakshata Padak", 2024 for excellence in crime investigation.
— DGP, Odisha (@DGPOdisha) November 11, 2024
Odisha Police @committment to professionalism to the core! pic.twitter.com/8RgZpPG5jv
ଟ୍ୱିଟ୍ କରି ୩ ପୋଲିସ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶା ପୋଲିସ ଡିଜି। l ତେବେ ଅପରାଧକୁ ନିୟନ୍ତ୍ରଣ କରିବାରେ ସଫଳତାକୁ ନେଇ ଏହି ପୁରସ୍କାର ମିଳିଛି।