ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ସମଲିଙ୍ଗୀ ସମ୍ପର୍କରେ ବ୍ୟାପୁଛି କି ମଙ୍କିପକ୍ସ ? ୫ ଜଣ ମଧ୍ୟରୁ ୩ ଜଣଙ୍କର ଅଛି ସମଲିଙ୍ଗୀ ସମ୍ପର୍କ: ଗବେଷଣା ରିପୋର୍ଟ

26/08/2022 at 8:55 PM

ନୂଆଦିଲ୍ଲୀ: ସମଲିଙ୍ଗୀ ସମ୍ପର୍କରେ ବ୍ୟାପୁଛି କି ମଙ୍କିପକ୍ସ ? ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ କରିଥିବା ଏକ ଛୋଟ ଗବେଷଣାରୁ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି। ୫ ଜଣ ସଂକ୍ରମିତ ବ୍ୟକ୍ତିଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ଯେଉଁଥିରେ ୩ ସଂକ୍ରମିତ ପୂର୍ବରୁ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ବୋଲି ସୂଚନା ମିଳିଛି। ସେହିପରି ଅନ୍ୟ ଦୁଇଜଣଙ୍କ ଠାରେ ଯୌନ ସମ୍ପର୍କ ନଥିବା ଜାତୀୟ ଭୂତାଣୁ ଗବେଷଣା କେନ୍ଦ୍ର(NIV)ର ପୁଣେ କହିଛି।
ଗବେଷଣାରେ ଭାଗ ନେଇଥିବା ୫ ରୋଗୀଙ୍କ ମଧ୍ୟରୁ ୨ରୁ ୩ ନମ୍ବର ରୋଗୀ ସମଲିଙ୍ଗି ସମ୍ପର୍କ ବିଷୟରେ କହିଥିଲେ। ବିନା କୌଣସି ନିଶା ସେବନରେ ୨୧ ଦିନ ଭିତରେ ସେମାନଙ୍କର ମଧ୍ୟରେ ଯୌନ ସମ୍ପର୍କ ରହିଥିଲା ବୋଲି ସଂକ୍ରମିତମାନେ କହିଛନ୍ତି।

ସେହିପରି ୧ ଓ ୪ ନମ୍ବର ରୋଗୀ କୌଣସି ଯୌନ ସମ୍ପର୍କ ରଖି ନଥିବା କହିଛନ୍ତି। ତେବେ ସମଲିଙ୍ଗି ସମ୍ପର୍କରେ କୌଣସି ବିପଦ ଥିବା କଥାକୁ ଗବେଷଣାରେ ଖଣ୍ଡନ କରାଯାଇଛି। ତେବେ ମଙ୍କିପକ୍ସର ବିପଦ ଥିବାରୁ ସମଲିଙ୍ଗ ସମ୍ପର୍କ ରଖୁଥିବା ଉଭୟ ପୁରୁଷ ଓ ନାରୀଙ୍କ ପାଇଁ ପରୀକ୍ଷଣର ଆବଶ୍ୟକତା ରହିଛି ବୋଲି ଗବେଷଣାରେ କୁହାଯାଇଛି।

   Related Posts