vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଅର୍ଜୁନ ପୁରସ୍କାର ପାଇଁ ୩ ଓଡ଼ିଆଙ୍କ ନାଁ ସୁପାରିଶ କଲେ ରାଜ୍ୟ ସରକାର

18/08/2020 at 9:59 PM

ଭୁବନେଶ୍ୱର, ୧୮|୦୮:  ଚଳିତ ବର୍ଷ  ମୋଟ୍‌ରେ ୨୯ଜଣ ଆଥ୍‌ଲେଟ୍‌ଙ୍କ ନାଁ ସମ୍ମାନଜନକ  ଅର୍ଜୁନ୍‌ ପୁରସ୍କାର ପାଇଁ ସୁପାରିଶ କରାଯାଇଛି । ସେଥିରେ ରହିଛନ୍ତି ଓଡ଼ିଶାର ୩ ଜଣ ଆଥଲେଟ୍‌ ।

ସେମାନେ ହେଲେ ଆଥଲେଟ୍‌ ଦୂତୀ ଚାନ୍ଦ , ଭାରତୀୟ ପୁରୁଷ ହକି ଦଳର ବିରେନ୍ଦ୍ର ଲାକ୍ରା ଓ ମହିଳା ହକି ଦଳର ଦୀପ୍‌ ଗ୍ରେସ୍‌ ଏକ୍କା ।ବର୍ତ୍ତମାନ ଦୂତୀ ଚାନ୍ଦ  ଟୋକିଓ ଅଲିମ୍ପିକ୍ସରେ କ୍ୱାଲିଫାଏ ପାଇଁ  କଠିନ ଅଭ୍ୟାସ ଜାରି ରଖିଛନ୍ତି  ।

   Related Posts