ଅର୍ଜୁନ ପୁରସ୍କାର ପାଇଁ ୩ ଓଡ଼ିଆଙ୍କ ନାଁ ସୁପାରିଶ କଲେ ରାଜ୍ୟ ସରକାର

Published By : Prameya-News7 Bureau | August 18, 2020 IST

ଭୁବନେଶ୍ୱର, ୧୮|୦୮:  ଚଳିତ ବର୍ଷ  ମୋଟ୍‌ରେ ୨୯ଜଣ ଆଥ୍‌ଲେଟ୍‌ଙ୍କ ନାଁ ସମ୍ମାନଜନକ  ଅର୍ଜୁନ୍‌ ପୁରସ୍କାର ପାଇଁ ସୁପାରିଶ କରାଯାଇଛି । ସେଥିରେ ରହିଛନ୍ତି ଓଡ଼ିଶାର ୩ ଜଣ ଆଥଲେଟ୍‌ ।

ସେମାନେ ହେଲେ ଆଥଲେଟ୍‌ ଦୂତୀ ଚାନ୍ଦ , ଭାରତୀୟ ପୁରୁଷ ହକି ଦଳର ବିରେନ୍ଦ୍ର ଲାକ୍ରା ଓ ମହିଳା ହକି ଦଳର ଦୀପ୍‌ ଗ୍ରେସ୍‌ ଏକ୍କା ।ବର୍ତ୍ତମାନ ଦୂତୀ ଚାନ୍ଦ  ଟୋକିଓ ଅଲିମ୍ପିକ୍ସରେ କ୍ୱାଲିଫାଏ ପାଇଁ  କଠିନ ଅଭ୍ୟାସ ଜାରି ରଖିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.