Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଛେଳି ଚରାଇ ଫେରିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୩ ଜଣଙ୍କ ମୃତ୍ୟୁ

22/10/2022 at 3:41 PM

ତେଲକୋଇ, ୨୨/୧୦: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଶାଶୂ ଓ ବୋହୂ ସହିତ ଅନ୍ୟଜଣେ ମହିଳାଙ୍କ ମୃତ । ମୃତକମାନେ ହେଲେ ଟାଙ୍ଗିରି ଗାଁର କାଠି ଜୁଆଙ୍ଗ, ନିରାଧି ଜୁଆଙ୍ଗ, ମେଞ୍ଜାରୀ ଜୁଆଙ୍ଗ। ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ମଧ୍ୟ ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ଛେଳି ଚରାଇବାକୁ ଯାଇ ଫେରିବା ବେଳେ ଏପରି ଘଟଣା ଘଟିଛି ।

   Related Posts