ଛେଳି ଚରାଇ ଫେରିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୩ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | October 22, 2022 IST

ତେଲକୋଇ, ୨୨/୧୦: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଶାଶୂ ଓ ବୋହୂ ସହିତ ଅନ୍ୟଜଣେ ମହିଳାଙ୍କ ମୃତ । ମୃତକମାନେ ହେଲେ ଟାଙ୍ଗିରି ଗାଁର କାଠି ଜୁଆଙ୍ଗ, ନିରାଧି ଜୁଆଙ୍ଗ, ମେଞ୍ଜାରୀ ଜୁଆଙ୍ଗ। ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ମଧ୍ୟ ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ଛେଳି ଚରାଇବାକୁ ଯାଇ ଫେରିବା ବେଳେ ଏପରି ଘଟଣା ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.