ଭାରସାମ୍ୟ ହରାଇ ଗଛକୁ ପିଟିହେଲା କାର, ଦୁର୍ଘଟଣାରେ ୩ ମୃତ ଓ ଜଣେ ଗୁରୁତର

Published By : Prameya-News7 Bureau | June 30, 2023 IST

ଉମରକୋଟ ୩୦/୦୬: ଉମରକୋଟ ବାସିନୀ ଛକରେ ଭାରସାମ୍ୟ ହରାଇ ଗଛକୁ ପିଟିହେଲା କାର । ଦୁର୍ଘଟଣାରେ ୩ ମୃତ ଓ ଜଣେ ଗୁରୁତର । ଗୁରୁତରଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁବାର ବିଳମ୍ୱିତ ରାତିରେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ଥାଉକି, ନବରଙ୍ଗପୁର ଜିଲ୍ଲା ଉମରକୋଟ ବାସିନୀ ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତେବ ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିଚୟ ମିଳିପାରିନି ।

You can also read...

wp:embed {"url":"https://www.prameyanews7.com/bus-did-series-accident-one-is-no-more-another-is-serious/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bus-did-series-accident-one-is-no-more-another-is-serious/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.