‘3 Idiots’ ଫେମ୍‌ ଅଖିଲ୍‌ ମିଶ୍ରାଙ୍କ ଦେହାନ୍ତ, ବିଲ୍ଡିଂରୁ ପଡି ଗଲା ଜୀବନ

ମୁମ୍ଵାଇ ୨୧।୦୯: ଅମୀର ଖାନଙ୍କ ଫିଲ୍ମ 3ଇଡିଅଟ୍ସରେ ଲାଇବ୍ରେରିଆନ୍ ଦୁବେଙ୍କ ଭୂମିକାରେ ଅଭିନୟ କରି ଅଭିନେତା ଅଖିଲ ମିଶ୍ରଙ୍କ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, କାମ କରୁଥିବା ସମୟରେ ବିଲଡିଂରୁ ଖସି ପଡ଼ିବା ପରେ ଅଭିନେତାଙ୍କର ମୃତ୍ୟୁ ହୋଇଥିଲା। ଅଖିଲ ମିଶ୍ରଙ୍କ ଆକସ୍ମିକ ଦେହାନ୍ତ ଖବର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ପ୍ରଶଂସକମାନେ ଏହି ଖବରକୁ ବିଶ୍ୱାସ କରିପାରୁ ନାହାନ୍ତି। ରିପୋର୍ଟ ଅନୁଯାୟୀ, ଅଭିନେତା ହାଇଦ୍ରାବାଦରେ ଏକ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଥିଲେ। ସେ … Continue reading ‘3 Idiots’ ଫେମ୍‌ ଅଖିଲ୍‌ ମିଶ୍ରାଙ୍କ ଦେହାନ୍ତ, ବିଲ୍ଡିଂରୁ ପଡି ଗଲା ଜୀବନ