oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଅଭୟାରଣ୍ୟ ଭିତରେ ବନ କର୍ମଚାରୀଙ୍କୁ ଗୁଳିମାଡ଼ ଘଟଣା, ୩ ଶିକାରୀ ଗିରଫ

26/04/2022 at 6:04 PM

ଉଦଳା, ୨୬/୦୪: ଶିମିଳିପାଳ ଅଭୟାରଣ୍ୟ ଭିତରେ ପାଟ୍ରୋଲିଂ କରୁଥିବା ବେଳେ ବନ କର୍ମଚାରୀଙ୍କୁ ଗତ ୨୧ ତାରିଖରେ ଗୁଳିମାଡ ହୋଇଥିଲା । ଏହି ଘଟଣାରେ ପୋଲିସ୍‌ ତିନି ଜଣ ଶିକାରୀଙ୍କୁ ଗିରଫ କରିଛି । ତିନି ଶିକାରୀ ହେଲେ ଭଜ ସିଂ, ଛାଟିଆ ସିଂ ଏବଂ ରାଲିଆ ସିଂ । ଗୁଳିମାଡ କରିବା ପରେ ତିନି ଜଣଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁ‌କ୍ତ ଭଜ ସିଂ ଘଟଣା ସ୍ଥଳରେ ନିଜର ଫୋନ ଖସାଇ ଚାଲିଯାଇଥିବା ବେଳେ ସେହି ଫୋନକୁ ଧରି ପୋଲିସ୍‌ ଆରମ୍ଭ କରିଥିଲା ତଦନ୍ତ ।

ଶେଷରେ ପୋଲିସ୍‌ ଉକ୍ତ ଘଟଣାରେ ସଂପୃକ୍ତ ତିନି ଜଣ ଶିକାରୀଙ୍କୁ ଗିରଫ କରିଛି । ଗିରଫ ଶିକାରୀଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ସାଇକେଲ ବଲ୍‌, ଛୁରୀ ଆଦି ଜବତ କରିଛି ଉଦଳା ପୋଲିସ୍‌ । ଉକ୍ତ ଦିନ ଅଭିଯୁକ୍ତମାନେ ଦୁଇ ଗୋଟି କୁଟରା ଶିକାର କରିଥିବା ବେଳେ ବନ କର୍ମଚାରୀଙ୍କୁ ଦେଖି ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଫଳରେ ଗୁଳିମାଡରେ ସବୁଜ ବାହିନୀ କର୍ମଚାରୀ ସୁନାରାମ ସିଂ ଗୁରୁତର ଆହତ ହୋଇଥିଲେ । 

   Related Posts