ଭଦ୍ରକରେ ନାଳରେ ଭାସି ଜେଜେମା ସହିତ ଦୁଇ ନାତୁଣୀଙ୍କ ମୃତ୍ୟୁ

Published By : Prameya-News7 Bureau | October 19, 2018 IST

ଭଦ୍ରକ ୧୯/୧୦ : ଭଦ୍ରକ ଜିଲ୍ଲା ତିହିଡି ଥାନା ନୂଆଗାଁରେ ଘଟିଛି ଅଘଟଣ | ପୋଖରୀରେ ବୁଡି ୩ ଜଣଙ୍କ ମୃତ୍ୟୁ ହୋଇଛି | ଜେଜେମା ଙ୍କ ଶହ ୨ ନାତୁଣୀଙ୍କ ମୃତ୍ୟୁ ହୋଇଛି | ମୃତ ଜେଜେମା ହେଲା ମଲ୍ଲିଲତା ମଲ୍ଲିକ | ଦୁଇ ନାତୁଣୀ ହେଲେ ୧୪ ବର୍ଷ ବୟସ୍କା ଅଞ୍ଜନା ଓ ୧୨ ବର୍ଷ ବୟସ ଶ୍ରାବଣୀ | ଗ୍ରାମବାସୀ ପୋଖରୀରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ | ଗ୍ରାମବାସୀ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.