ଭଦ୍ରକରେ ନାଳରେ ଭାସି ଜେଜେମା ସହିତ ଦୁଇ ନାତୁଣୀଙ୍କ ମୃତ୍ୟୁ
19/10/2018 at 3:51 PM

ଭଦ୍ରକ ୧୯/୧୦ : ଭଦ୍ରକ ଜିଲ୍ଲା ତିହିଡି ଥାନା ନୂଆଗାଁରେ ଘଟିଛି ଅଘଟଣ | ପୋଖରୀରେ ବୁଡି ୩ ଜଣଙ୍କ ମୃତ୍ୟୁ ହୋଇଛି | ଜେଜେମା ଙ୍କ ଶହ ୨ ନାତୁଣୀଙ୍କ ମୃତ୍ୟୁ ହୋଇଛି | ମୃତ ଜେଜେମା ହେଲା ମଲ୍ଲିଲତା ମଲ୍ଲିକ | ଦୁଇ ନାତୁଣୀ ହେଲେ ୧୪ ବର୍ଷ ବୟସ୍କା ଅଞ୍ଜନା ଓ ୧୨ ବର୍ଷ ବୟସ ଶ୍ରାବଣୀ | ଗ୍ରାମବାସୀ ପୋଖରୀରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ | ଗ୍ରାମବାସୀ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ତଦନ୍ତ କରୁଛି |
Related Posts
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023