NHAI ଅଫିସରେ ପାଣି ଢ଼ାଳିବା ଘଟଣାରେ ୩ କଂଗ୍ରେସକର୍ମୀ ଗିରଫ

Published By : Prameya-News7 Bureau | July 03, 2018 IST

ଗତକାଲି NHAI ଅଫିସରେ ପାଣି ଢ଼ାଳିବା ଘଟଣାରେ ୩ କଂଗ୍ରେସକର୍ମୀଙ୍କୁ ଗିରଫ କରିଛି ପୋଲିସ | ଗିରଫ ୩ କଂଗ୍ରେସକର୍ମୀ ହେଲେ ସତ୍ୟଜିତ ପତି, ମିହିର ଆଚାର୍ଯ୍ୟ ଓ ମନୋଜ ସାହୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.