ଜଙ୍ଗଲରେ ଦେଖାଗଲା ବିରଳ କିଙ୍ଗ୍ କୋବ୍ରା, ଗୋଟିଏ ଗଛରେ ୩ଟି ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ

Published By : Prameya-News7 Bureau | November 16, 2021 IST

ନାଗପୁର ୧୬/୧୧ : ପ୍ରାୟତଃ ଆମେ ଜଙ୍ଗଲରୁ କିଛି ଆକର୍ଷଣୀୟ ଜିନିଷ ଦେଖିବାକୁ ପାଇଥାଉ। ସେଥି ମଧ୍ୟରେ ଲୋକମାନେ ବଣୁଆ ଜନ୍ତୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ମହାରାଷ୍ଟ୍ରର ମେଲଘାଟ ଜଙ୍ଗଲରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଜଙ୍ଗଲର କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତିନିଟି କିଙ୍ଗ୍ କୋବ୍ରା ଗୋଟିଏ ଗଛରେ ନଜର ଆସିଛନ୍ତି।

{"width":691,"height":691}
 विशेषज्ञों का कहना है कि ऐसे गहरे काले रंग के कोबरा का दिखना रेयर होता है. ऐसे में अगर ये तस्‍वीरों में कैद हुए हैं, तो यह काफी अनोखा है. (Pic- News18)

ଏହି ଫଟୋ ମେଲଘାଟ ଜଙ୍ଗଲରେ ନିଆଯାଇଛି। ଏଥିରେ ତିନୋଟି କିଙ୍ଗ୍ କୋବ୍ରା ସମାନ ଗଛରେ ଦେଖାଯାଇଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଏଭଳି କଳା କୋବ୍ରାର ଦୃଶ୍ୟ ବିରଳ ଅଟେ। ଏହା ସମ୍ପୂର୍ଣ୍ଣ ଅନନ୍ୟ।

{"width":692,"height":692}
 वहीं स्‍थानीय लोगों का कहना है कि जंगल में अक्‍सर ऐसे कोबरा, अजगर और अन्‍य जानवर देखे जाते रहे हैं. हालांकि इस बार तीन कोबरा का एक साथ दिखना काफी अनोखा है. (Pic- News18)

ଏଥିସହିତ ସ୍ଥାନୀୟ ଲୋକ କହିଛନ୍ତି ଯେ ଜଙ୍ଗଲରେ ଏପରି କିଙ୍ଗ୍ କୋବ୍ରା, ପାଇଥନ୍ ଏବଂ ଅନ୍ୟାନ୍ୟ ପ୍ରାଣୀ ପ୍ରାୟତଃ ଦେଖାଯାଆନ୍ତି। ଅବଶ୍ୟ, ଏଥର ତିନୋଟି କୋବ୍ରା ଏକାଠି ଦେଖିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।

{"width":693,"height":693}
 तीन कोबरा को एक साथ पेड़ पर देखा जाना बेहद अनोखा माना गया है. (Pic- News18)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.