କାଠ ଯୋଡ଼ିକୁ ଗାଧୋଇ ଯାଇଥିଲେ ୩ ଭାଇ; ବୁଡ଼ିଗଲା ବଡ଼ ଭାଇ
6/09/2022 at 8:03 PM

Image Courtesy : wikipedia
କଟକ ୦୯/୦୬: କଟକ ଖାନନଗର ଜଗନ୍ନାଥ ମନ୍ଦିର ପାଖରେ ଥିବା କାଠ ଯୋଡି ନଦୀରେ ଅଘଟଣ। ୩ ଭାଇ ନଦୀରେ ଗାଧୋଇବା ବେଳେ ବୁଡ଼ି ଗଲେ ବଡ଼ଭାଇ। କାଠଯୋଡ଼ିରୁ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ନାମ ବିଶ୍ୱ ରଞ୍ଜନ ରାଉତ ବୟସ (୧୭) ବର୍ଷ। ମୃତକଙ୍କ ଘର ବାଦାମବାଡ଼ି ଅମ୍ବିକା ଲେନରେ ବୋଲି ଜଣାପଡ଼ିଛି।
Related Posts
ଜଗତସିଂହପୁର ପୋଲିସର ମାରାଥନ ଚଢାଉ, ଗିରଫ ହେଲେ ୭ ଡକାୟତ
6 February 2023