AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

କାଠ ଯୋଡ଼ିକୁ ଗାଧୋଇ ଯାଇଥିଲେ ୩ ଭାଇ; ବୁଡ଼ିଗଲା ବଡ଼ ଭାଇ

6/09/2022 at 8:03 PM

କଟକ ୦୯/୦୬: କଟକ ଖାନନଗର ଜଗନ୍ନାଥ ମନ୍ଦିର ପାଖରେ ଥିବା କାଠ ଯୋଡି ନଦୀରେ ଅଘଟଣ। ୩ ଭାଇ  ନଦୀରେ ଗାଧୋଇବା ବେଳେ ବୁଡ଼ି ଗଲେ ବଡ଼ଭାଇ। କାଠଯୋଡ଼ିରୁ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ନାମ ବିଶ୍ୱ ରଞ୍ଜନ ରାଉତ ବୟସ (୧୭) ବର୍ଷ। ମୃତକଙ୍କ ଘର ବାଦାମବାଡ଼ି ଅମ୍ବିକା ଲେନରେ ବୋଲି ଜଣାପଡ଼ିଛି।

   Related Posts