Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ, ବିଳମ୍ୱିତ ରାତିରେ ପୋଡିଦେଲେ ୩ ବାଇକ୍

31/10/2022 at 11:14 AM

ଭୁବନେଶ୍ୱର ୩୧/୧୦: ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ । ରାତିରେ ବାଇକ୍‌ରେ ଲଗେଇଲେ ନିଆଁ । ଲକ୍ଷ୍ମୀସାଗର ପତିତ ପାବନ ମନ୍ଦିର ମଣ୍ଡପ ସାହିରେ ୩ଟି ଗାଡ଼ି ନିଆଁ ଲଗେଇ ଦେଇଥିବା ଅଭିଯୋଗ କରିଛନ୍ତି ଗାଡି ମାଲିକ ।

ରାତି ପ୍ରାୟ ୧.୩୦ ସମୟରେ ଘର ବାହାରେ ସବୁଦିନ ଭଳି ଗତି ରଖିଥିଲେ ଗଡିମାଲିକ । ହଠାତ ଦେଖିଥିଲେ ଜଳୁଛି ଗାଡି । ପାଣି ଓ ବାଲି ଫିଙ୍ଗି ନିଆଁ ଲିଭେଇଦେଇ ଥିଲେ । ୨ ବାଇକ୍ ସଂପୂର୍ଣ୍ଣ ଜଳିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିଲା ଗୋଟିଏ ବାଇକ । ଗୋଟିଏ ହୋଣ୍ଡା ସାଇନ୍ , ସୂଜିକି ଆକ୍ସେସ୍ ଓ ହୋଣ୍ଡା ଆକ୍ଟିଭା ଗାଡ଼ି ଜଳିଯାଇଛି । ଏନେଇ ଲକ୍ଷ୍ମୀ ସାଗର ଥାନାର ଅଭିଯୋଗ କରିଛନ୍ତି ଗାଡି ମାଲିକ ।

   Related Posts