Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଉରକେଲା : ଆଇପିଏଲ ବେଟିଙ୍ଗକୁ ନେଇ 3 ଗିରଫ

13/05/2018 at 11:54 AM

ଆଇପିଏଲ ବେଟିଙ୍ଗକୁ ନେଇ 3 ଗିରଫ
9 ଲକ୍ଷ 4ହଜାର ଟଙ୍କା ଓ 33ଟି ମୋବାଇଲ ଜବତ
ଏହାସହ ଗୋଟିଏ ଲାପଟପ,ଦୁଇଟି ଏଲ୍‌ଇଡି ଟିଭି ମଧ୍ୟ ଜବତ
ଦୁଇଦିନ ତଳେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପୋଲିସ
ଆଜି ୩ ଜଣଙ୍କୁ ଗିରଫ କରିଛି, ଅନ୍ୟ କିଛି ଘଟଣାସ୍ଥଳରୁ ଫେରାର

Leave a Reply

   Related Posts