AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

୨ ଦିନର ଶିଶୁପୁତ୍ରକୁ ବିକ୍ରି କରିଦେଲେ ବାପା-ମାଆ, ଥାନାରେ ମାମଲା ଦାୟର କଲା ଚାଇଲ୍ଡ ଲାଇନ୍‌

30/11/2022 at 3:47 PM

ନିଶ୍ଚିନ୍ତକୋଇଲି, ୩୦/୧୧: ଦୁଇ ଦିନର ଶିଶୁପୁତ୍ରକୁ ବିକ୍ରି । ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଏପରି ଏକ ଅଭାବନୀୟ ଘଟଣାର ଅଭିଯୋଗ ହୋଇଛି । ୧ ଲକ୍ଷ ୨୦ ହଜାର ଟଙ୍କାରେ ନବଜାତ ଶିଶୁପୁତ୍ରକୁ ବାପା-ମାଆ ବିକ୍ରି କରିଥିବା ନେଇ ଥାନାରେ ଅଭିଯୋଗ କରିଛି ଚାଇଲ୍ଡ୍‌ ଲାଇନ । ଗତ ୨୫ ତାରିଖ ଦିନ ଏହି ଶିଶୁଟି ନିଶ୍ଚିନ୍ତକୋଇଲି ମେଡିକାଲରେ ଜନ୍ମ ହୋଇଥିଲା । କିନ୍ତୁ ଶିଶୁଟିକୁ ୨୭ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ଦମ୍ପତ୍ତିଙ୍କୁ ବିକ୍ରି ହୋଇଥିବା ଚାଇଲ୍ଡ‌ ଲାଇନ ପକ୍ଷରୁ ଏତଲାରେ ଉଲ୍ଲେଖ କରାଯାଇଛି ।

ଅଦ୍ୟାବଧି ଶିଶୁକୁ ଉଦ୍ଧାର କରାଯାଇ ପାରିନଥିବା ଜଣାପଡ଼ିଛି । ଶିଶୁକୁ ଉଦ୍ଧାର କରିବା ପାଇଁ ଚାଇଲ୍ଡ ଲାଇନ କର୍ମକର୍ତ୍ତା ଓ ନିଶ୍ଚିକୋଇଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସହିତ ପୋଲିସ ମିଳିତ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି ।

   Related Posts