oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ମଙ୍ଗଳବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

28/03/2022 at 7:29 PM


ମେଷ–ଆଜି କଳାନୁରାଗୀ, ସଂଗୀତ ପ୍ରିୟତା, ଚଲଚ୍ଚିତ୍ରପ୍ରେମୀ ଭାବରେ ସମୟ ଅତିବାହିତ କରିବେ ।ବାରମ୍ବାର ଦେହ ଖରାପ ହେଉଥିବାର ଅନୁଭବ କରିପାରନ୍ତି ।ଏଣେ କାମଗୁଡିକ ଯଥା ସମୟରେ ହେଉ ନ ଥିବାରୁ ମନ ବିରକ୍ତ ରହିବ ।ଶୁଭରଙ୍ଗ ଗ୍ରୀନ୍ ।ଶୁଭଅଙ୍କ ୭ ।
ଚାଷୀ- ଅଧିକା ବର୍ଷା ହେତୁ , ହତାସ ହୋଇପାରନ୍ତି ।
ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭହେବ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

ବୃଷ– ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମନୋରଞ୍ଜନ କାର୍ଯ୍ୟରେ ଖର୍ଚ୍ଚକରି ଅନୁତାପ କରିବେ ।କେତେକ ସମୟରେ ପାଖରେ କାମ କରୁଥିବା ଲୋକଟି ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହୋଇପାରନ୍ତି । ଯାହାକିଣିବା ପାଇଁ ମନ ବଳାଇଛନ୍ତି, ଆଜି ମନ ନ ପାଇବା କାରଣରୁ ଫେରି ଆସିବାକୁ ପଡିବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୨ ।
ଚାଷୀ-କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ମିଥୁନ – ଭୁଲ୍‌ବୁଝାମଣାବଶବର୍ତ୍ତୀହୋଇବନ୍ଧୁଙ୍କସହବିନାକାରଣରେକଳହଲାଗିପାରେ ।କୌଣସିବ୍ୟକ୍ତିଙ୍କଉପସ୍ଥିତିଲକ୍ଷ୍ୟହାସଲରେ ପ୍ରତିବନ୍ଧକସୃଷ୍ଟିକରିବ ।ଖର୍ଚ୍ଚକମାଇବା ପାଇଁଚେଷ୍ଟାକରି ଅସଫଳହେବେ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୬ ।
ଚାଷୀ-ଜମିରଉର୍ବରତା ପାଇଁଜୈବିକସାରରବ୍ୟବହାରକରନ୍ତୁ ।
ରୋଗୀ- ରୋଗରୁମୁକ୍ତହୋଇପାରନ୍ତି ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ- ଅର୍ଥ ହାନୀହେବ ।
ଗୃହିଣୀ-ପାରିବାରିକକାର୍ଯ୍ୟରେବ୍ୟସ୍ତରହିବେ ।

କର୍କଟ–କେତେକକ୍ଷେତ୍ରରେ ଯିଏଯାହାକରିଲେ ମଧ୍ୟ ତାହାକୁଭିନ୍ନଅର୍ଥରେଗ୍ରହଣକରିବେ ।ଖଳଲୋକମାନେ ଅପପ୍ରଚାରକରିପାରନ୍ତିତେଣେ ନିଜଲୋକଙ୍କଠାରୁ ମଧ୍ୟ ଆସ୍ଥାହରାଇବସିବେ ।ବନ୍ଧୁବାନ୍ଧବଙ୍କସକାଶେଖର୍ଚ୍ଚାନ୍ତ ହେବାକୁ ପଡିବ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୯ ।
ଚାଷୀ-ଜଳସଞ୍ଚୟକରନ୍ତୁ ।
ରୋଗୀ- ଆଜିକିଛି ଦିନ ସତର୍କରୁହନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍‌ହେବେ ।
କର୍ମଜୀବି-ସୁରୁଖୁରୁରେକାର୍ଯ୍ୟକରିବେ ।
ବ୍ୟବସାୟୀ- ସଦ୍‌ବ୍ୟବହାରକରନ୍ତୁ ।
ଗୃହିଣୀ-ପୂଜା ପାଠରେବ୍ୟସ୍ତରହିବେ ।

ସିଂହ – ଆନୁଷ୍ଠାନିକକାର୍ଯ୍ୟରେନେତୃତ୍ୱଗ୍ରହଣକରି ଉଚ୍ଚ ପ୍ରଶଂସିତହେବେ ।ବ୍ୟବସାୟ ଓ ରପ୍ତାନିବାଣିଜ୍ୟରେଉନ୍ନତିଘଟିବ । ଦେହ ଭଲ ରହିବମାତ୍ରଶ୍ରମଜନିତ ଦୁର୍ବଳତା ଅନୁଭବକରିବେ ।ଶୁଭରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୪ ।
ଚାଷୀ-ଚାଷରେଉନ୍ନତି ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷାକରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତିସଜାଗରହିବେ ।
କର୍ମଜୀବି-କାର୍ଯ୍ୟରେସଫଳହେବେ ।
ବ୍ୟବସାୟୀ- ନୂଆବ୍ୟବସାୟଲାଭହେବ ।
ଗୃହିଣୀ-ପିଲାମାନଙ୍କ ପ୍ରତିଚିନ୍ତାରେରହିବେ ।

କନ୍ୟା – ଆଜି ପ୍ରତିଦ୍ୱନ୍ଦ୍ୱିତାକଲେବିଜୟର ଆଶା ନିରର୍ଥକହୋଇପାରେ ।ବିବାଦରେମନସ୍ତାପ କରିବାବ୍ୟତୀତଲାଭକିଛି ଦେବନି । ପାତର ଅନ୍ତର ନୀତିକୁକେନ୍ଦ୍ରକରି ପରିବାରରେ ଅଶାନ୍ତିସୃଷ୍ଟିହେବାର ଆଶଙ୍କାକୁଏଡିହେବ ନାହିଁ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୧ ।
ଚାଷୀ-ଜୈବିକସାରମାଟିରେବ୍ୟବହାରଉଚିତ୍ ।
ରୋଗୀ- ଆଜିକିଛି ଦିନ ସତର୍କରୁହନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣକରିବେ ।
କର୍ମଜୀବି-କାର୍ଯ୍ୟବ୍ୟସ୍ତରହିବେ ।
ବ୍ୟବସାୟୀ- ନୂଆବ୍ୟବସାୟଲାଭହେବ ।
ଗୃହିଣୀ-କାର୍ଯ୍ୟରେବ୍ୟସ୍ତରହିବେ ।

ତୁଳା– ଦିନଟିସାମଗ୍ରିକ ଦୃଷ୍ଟିକୋଣରୁଖୁସୀରେ ଅତିବାହିତହେବ ।କୌଣସି ମନ ଭୁଲାଣିଆକଥା କହିବନ୍ଧୁଙ୍କମନରେବିଶ୍ୱାସହେଲାଭଳିକାମକରିବେ । ଫାଇଲ୍‌କାମରେ ଦେଖୁଚାହିଁ ପଦକ୍ଷେପ ନିଅନ୍ତୁ, ଅବଶ୍ୟବିଶେଷକିଛି ଅସୁବିଧା ହେବ ନାହିଁ ।ଶୁଭରଙ୍ଗବ୍ରାଉନ୍ ।ଶୁଭ ଅଙ୍କ ୮ ।
ଚାଷୀ-ପୋଖରୀ/ଗାଢିଆକରିଜଳସଞ୍ଚୟକରନ୍ତୁ ।
ରୋଗୀ- ଚକ୍ଷୁ ପୀଡାହେବ ।
ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେବସି ପଢନ୍ତୁ ।
କର୍ମଜୀବି-କର୍ମକ୍ଷେତ୍ରରେଉନ୍ନତିମିଳିବ ।
ବ୍ୟବସାୟୀ- ବନ୍ଧୁଙ୍କସହାୟତାକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ-ଧର୍ମକାର୍ଯ୍ୟରେବ୍ୟସ୍ତରହିବେ ।

ବିଛା– ପାରିବାରିକତିକ୍ତତାରେସମାପ୍ତିଘଟାଇବାସକାଶେଚେଷ୍ଟାକରିବେ ।କର୍ମକ୍ଷେତ୍ରରେସହକର୍ମୀମାନେ ସହ-ଯୋଗକରିବାର ପ୍ରତିଶ୍ରୁତି ଦେଇପାରନ୍ତି । ଆଶଙ୍କାକରୁଥିବାଘଟଣାସେମିତିକିଛିହେବ ନାହିଁ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୩ ।
ଚାଷୀ-ଜୈବିକସାରମାଟିରେବ୍ୟବହାରଉଚିତ୍ ।
ରୋଗୀ- ଆର‌୍ୟୁରବେଦୀ ଚିକିତ୍ସାଲାଭ ଦେବ ।
ଛାତ୍ରଛାତ୍ରୀ- ଅନ୍‌ଲାଇନ୍‌ବିଦ୍ୟା ଆରୋହଣକରିବେ ।
କର୍ମଜୀବି-କାର୍ଯ୍ୟତତ୍ପରରହିବେ ।
ବ୍ୟବସାୟୀ- ନୂଆଡିଲ୍‌ମିଳିବ ।
ଗୃହିଣୀ-ପିଲାମାନଙ୍କ ପ୍ରତିଚିନ୍ତାରେରହିବେ ।

ଧନୁ – ନିକଟସ୍ଥବନ୍ଧୁମାନଙ୍କୁ ମନ ଭୁଲାଣିଆ କଥା କହି ପରିସ୍ଥିତିକୁସମ୍ଭାଳିନେବେ । ଆଜି ଅପରାହ୍ନରେଜଣେବନ୍ଧୁଙ୍କସହ-ଯୋଗରୁକାମହାସଲକରିବେ ।ଜମିଜମାସମସ୍ୟାକ୍ରମଶଃଜଟିଳହେବାରସମ୍ଭାବନାରହିଛି ।ଶୁଭରଙ୍ଗଲାଲ୍ ।ଶୁଭଅଙ୍କ ୬ ।
ଚାଷୀ- ଅଧିକାବର୍ଷାହେତୁ , ହତାସହୋଇପାରନ୍ତି ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀହେବେ ।
କର୍ମଜୀବି-ସୁରୁଖୁରୁରେକାର୍ଯ୍ୟକରିବେ ।
ବ୍ୟବସାୟୀ- ମଧୁରଭାଷୀହେବେ ।
ଗୃହିଣୀ- ପରକୁ ଆପଣାରକରିବେ ।

ମକର–କିଛି ନ ବୁଝି ନ ଶୁଣିକୌଣସିବିବାଦ ସମ୍ପର୍କରେମନ୍ତବ୍ୟ ଦେବାଠିକ୍‌ହେବ ନାହିଁ । ଯଦି କହିବେତେବେ ଅଶାନ୍ତିକୁ ଆପଣେଇନେବାଭଳିହିଁ ପରିଣାମହୋଇପାରେ ।ରାସ୍ତାରେ ଯାନବାହନ ଚାଳନାରେସତର୍କତା ଅନଲମ୍ବନ କରନ୍ତୁ ।ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୧ ।
ଚାଷୀ- ଅନ୍ୟ ଚାଷକରିବାକୁ ମନ ବଳାଇବେ ।
ରୋଗୀ- ୟୋଗାକରନ୍ତୁ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି-ଉନ୍ନତିରମାର୍ଗମିଳିବ ।
ବ୍ୟବସାୟୀ- ଅର୍ଥ ହାନୀହେବ ।
ଗୃହିଣୀ-ଧର୍ମକାର୍ଯ୍ୟରେବ୍ୟସ୍ତରହିବେ ।

କୁମ୍ଭ -ଆଜିରକର୍ମକ୍ଷେତ୍ରରେମଉଜିଆ କଥା କହି ପରିସ୍ଥିତିକୁହାଲ୍‌କାକରିବାରେସମର୍ଥ ହେବେ । ଅଧ୍ୟୟନ ଓ ଆଧ୍ୟାତ୍ମିକତାରେଏକାଗ୍ରତା ଆଣିପାରିବେ ।ଫେରିବାବାଟରେ ଅପରିଚିତବ୍ୟକ୍ତି ଜଣକ ସକାଶେବ୍ୟସ୍ତତାବୃଦ୍ଧି ପାଇବ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୫ ।
ଚାଷୀ- ଅଧିକା ପାଣିରୁ , ହିନସ୍ତାହୋଇପାରନ୍ତି ।
ରୋଗୀ- ଚିକିତ୍ସା ପାଇଁବିଦେଶ ଯାଇପାରନ୍ତି ।
ଛାତ୍ରଛାତ୍ରୀ- ପାଠପଢାବିଦେଶ ଯିବାସମସ୍ୟାରହିବ ।
କର୍ମଜୀବି- ସମ୍ମାନ ପାଇବେ ।
ବ୍ୟବସାୟୀ- ସଦ୍‌ବ୍ୟବହାରକରନ୍ତୁ ।
ଗୃହିଣୀ- ପରକୁ ଆପଣାରକରିବେ ।

ମୀନ – ବିଭିନ୍ନକାମହାତକୁନେଇକଳ୍ପନାରାଇଜରେଘୂରିବୁଲିବେ ।କର୍ମକ୍ଷେତ୍ରରେ ଆପୋସ ଆଲୋଚନା ଓ ମିଳାମିଶାରୁ ପାରିବାରିକସମସ୍ୟାରସମାଧାନ ଘଟିବ । ଅର୍ଥ ଲାଭ , ଶାରୀରିକସୁସ୍ଥତା, ବନ୍ଧୁଙ୍କ ପରାମର୍ଶଏବଂ ପ୍ରତିଯୋଗିତାରେସଫଳତାଯୋଗୁଁ ମନ ଖୁସିରହିବ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୧ ।
ଚାଷୀ-ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ବ୍ୟାୟାମ୍‌କରିବାଉଚିତ୍ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ନୂଆଡିଲ୍‌ମିଳିବ ।
ଗୃହିଣୀ- ଧର୍ଯ୍ୟବାନ୍‌ହେବେ ।

   Related Posts