oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ପାଣି ଟ୍ୟାଙ୍କର ଭିତରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ, ୨୯୭ କେଜି ଗଞ୍ଜେଇ ସହ ୨ ଗିରଫ

12/01/2022 at 6:26 PM

ଅନୁଗୁଳ, ୧୨।୦୧: ଅନୁଗୁଳ ଜିଲ୍ଲା ଖମାର ଥାନା କଣ୍ଟିଆପସି ନିକଟରୁ ପୋଲିସ ୨୯୭ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ୨ ଜଣ ଝାଡ଼ଖଣ୍ଡ ଅଂଚଳର ଅନୀଲ ସ ଓ ଫୁଲଚାନ୍ଦ ପରିହା ବୋଲି ଜଣାପଡ଼ିଛନ୍ତି। ଏମାନେ ଅଭିନବ ଉପାୟରେ ଟ୍ରାକ୍ଟର ପାଣି ଟ୍ୟାଙ୍କର ଯୋଗେ ଝାଡ଼ଖଣ୍ଡ ଅଭିମୁଖେ ଗଞ୍ଜେଇ ନେଇ ଯାଉଥିବା ବେଳେ ଧରିଛି ପୋଲିସ। ଦୁଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିବ ଖମାର ପୋଲିସ।

   Related Posts