ଆଠମଲ୍ଲିକରେ ଅବକାରୀ ବିଭାଗର ଚଢ଼ାଉ, ୨୯ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ
10/12/2022 at 10:33 PM

ଆଠମଲ୍ଲିକ, ୧୦/୧୨: ଆଠମଲ୍ଲିକରେ ଅବକାରୀ ବିଭାଗ ଚଢ଼ାଉ। କିଆକଟା ଥାନା ଛକ ନିକଟରୁ କୈଳାସ ସାହୁକୁ ଗିରଫ କରିଛି ବିଭାଗ । ଅଭିଯୁକ୍ତ ନିକଟରୁ ୨୩ କେଜି ଗଞ୍ଜେଇ ଜବତ ହେଇଛି । କୈଳାସ ଘର ନୟାଗଡ଼ ବୋଲି ଜଣାପଡିଛି । ଅନ୍ୟପଟେ ବୌଦ୍ଧ ଜିଲ୍ଲାର ବାଉଶୁଣୀର ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ୬ କେଜି ଗଞ୍ଜେଇ ଧରି ଆଠମଲ୍ଲିକ ବସଷ୍ଟାଣ୍ଡ୍ରେ ଛିଡା ହେଇଥିବା ସମୟରେ ତାଙ୍କୁ ଗିରଫ କରିଥିଲେ ଆଠମଲ୍ଲିକ ଅବକାରୀ ଟିମ ।
Related Posts
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023
ନବ ଦାସ ହତ୍ୟା ତନାଘନା, ଝାରସୁଗୁଡ଼ା ଯିବ ଜଷ୍ଟିସ୍ ଜେ.ପି ଦାସ
7 February 2023