AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଆଠମଲ୍ଲିକରେ ଅବକାରୀ ବିଭାଗର ଚଢ଼ାଉ, ୨୯ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

10/12/2022 at 10:33 PM

ଆଠମଲ୍ଲିକ, ୧୦/୧୨: ଆଠମଲ୍ଲିକରେ ଅବକାରୀ ବିଭାଗ ଚଢ଼ାଉ। କିଆକଟା ଥାନା ଛକ ନିକଟରୁ କୈଳାସ ସାହୁକୁ ଗିରଫ କରିଛି ବିଭାଗ । ଅଭିଯୁକ୍ତ ନିକଟରୁ ୨୩ କେଜି ଗଞ୍ଜେଇ ଜବତ ହେଇଛି । କୈଳାସ ଘର ନୟାଗଡ଼ ବୋଲି ଜଣାପଡିଛି । ଅନ୍ୟପଟେ ବୌଦ୍ଧ ଜିଲ୍ଲାର ବାଉଶୁଣୀର ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ୬ କେଜି ଗଞ୍ଜେଇ ଧରି ଆଠମଲ୍ଲିକ ବସଷ୍ଟାଣ୍ଡ୍‌ରେ ଛିଡା ହେଇଥିବା ସମୟରେ ତାଙ୍କୁ ଗିରଫ କରିଥିଲେ ଆଠମଲ୍ଲିକ ଅବକାରୀ ଟିମ ।

   Related Posts