ବାହାନଗା ରେଳ ଦୁର୍ଘଟଣା, ଆସିଲା ୨୯ ମୃତକଙ୍କ DNA ରିପୋର୍ଟ

ଭୁବନେଶ୍ୱର ୩୦/୦୬: ବାହାନଗା ରେଳ ଦୁର୍ଘଟଣାକୁ ପୁରୁଛି ୨୮ ଦିନ । ଆଉ ଏହି ୨୮ ଦିନ ପରେ ଆସିଛି DNA ରିପୋର୍ଟ । ୨୯ ମୃତକଙ୍କ ଆସିଛି DNA ରିପୋର୍ଟ । ଆଉ ଏହି ରିପୋର୍ଟ ଆଧାରରେ ଆଜି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର ହେବ । DNA ଟେଷ୍ଟ ପାଇଁ ଦିଲ୍ଲୀ ପଠାଯାଇଥିଲା ନମୁନା । ୮୧ ମୃତକଙ୍କ ମଧ୍ୟରୁ ୨୯ଜଣଙ୍କ ରିପୋର୍ଟ ଆସିଛି । ଏମସ୍ ନିକଟ ରାଧେଶ୍ୟାମ ଗେଷ୍ଟ ହାଉସ୍ ସମ୍ମୁଖରେ … Continue reading ବାହାନଗା ରେଳ ଦୁର୍ଘଟଣା, ଆସିଲା ୨୯ ମୃତକଙ୍କ DNA ରିପୋର୍ଟ