ଭୁବନେଶ୍ବର ୩।୯: କଡା ଆଇନ ଏବଂ ସଚେତନତା ସତ୍ତ୍ବେ ରାଜ୍ୟରେ କମୁନି ଶିଶୁ ଶ୍ରମିକ ପ୍ରଥା । ବିଧାନସଭାରୁ ଆସିଲା ସାଙ୍ଘାତିକ ସତ୍ୟ । ୫ ବର୍ଷରେ ରାଜ୍ୟରେ ଉଦ୍ଧାର ହୋଇଛନ୍ତି ୨୮୩ ଶିଶୁ ଶ୍ରମିକ । ଶିଶୁ ଶ୍ରମିକ କମାଇବାକୁ ୯ଟି ବିଭାଗ ସମନ୍ୱୟରେ ରାଜ୍ୟ ସରକାର ଏକ ଖସଡ଼ା ତିଆରି କରିଛନ୍ତି । ଶିଶୁ ଓ କିଶୋର ଶ୍ରମ ଆଇନ ୧୯୮୬କୁ କଠୋର ଭାବେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଏବଂ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଧାୟକ ତାରା ପ୍ରସାଦ ବାହନୀପତିଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀଙ୍କ ଉତ୍ତର ।
You Can Read:
ଅବକାରୀ କମିଶନର ଅଫିସ୍ରେ ପହଞ୍ଚିଗଲେ ବିଧାୟିକା ସୋଫିଆ ଫିର୍ଦୋଶ, ଫାଇଲ ଘାଣ୍ଟି ବିରକ୍ତି ପ୍ରକାଶ କଲେ