ଟୋଲ ପ୍ଲାଜାକୁ ୨୫ ହଜାର ଟଙ୍କା ଫାଇନ୍‌, ବେଆଇନ ଭାବରେ ନେଉଥିଲା ଟୋଲ ଟ୍ୟାକ୍ସ

Published By : Prameya-News7 Bureau | January 02, 2024 IST

ସମ୍ବଲପୁର: ଟୋଲ ପ୍ଲାଜାକୁ ୨୫ ହଜାର ଟଙ୍କା ଫାଇନ୍‌। ବେଆଇନ ଭାବେ ଟୋଲ ଟ୍ୟାକ୍ସ ନେବା ଅଭିଯୋଗରେ ହୋଇଛି ଫାଇନ୍‌। ସୂଚନା ଅନୁଯାୟୀ, ସମ୍ବଲପୁର ଖାଉଟି ଅଦାଲତ ବରଗଡ଼ ବରାହଗୁଡା ଟୋଲ ପ୍ଲାଜା ଉପରେ ୨୫ ହଜାର ଟଙ୍କାର ଫାଇନ ଲଗାଇଛନ୍ତି।

​‌ବେଆଇନ ଭାବରେ ଟୋଲ୍ ଟ୍ୟାକ୍ସ ବାବଦକୁ ୧୪୫ ଟଙ୍କା ନେଉଥିବାରୁ ଏହି ଫାଇନ୍‌ ଲଗାଇଛି ଖାଉଟି ଅଦାଲତ। ତେବେ ଏହି ଜରିମାନା ରାଶି ଏକ ମାସ ମଧ୍ୟରେ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

You Can Also Read: ACP ଭରତ ସାହୁଙ୍କ ନାଁରେ ଫେକ୍ ଆକାଉଣ୍ଟ, ପରିଚିତ ଲୋକଙ୍କୁ ମାଗିଲେ ଟଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.