scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ଜଳିଗଲା ୨୦ ବଖରା ଘର

20/08/2023 at 9:57 PM

pipili

ଡେଲାଙ୍ଗ, ୨୦/୦୮: ଭୟଙ୍କର ଅଗ୍ନିକାଣ୍ଡର ଜଳିଗଲା ୨୦ ବଖରା ଘର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପିପିଲି ଡେଲାଙ୍ଗ ବ୍ଲକ୍‌ ଧାନକେରା ପଞ୍ଚାୟତର ବରକେରା ଗ୍ରାମରେ। ଗ୍ରାମର ପ୍ରାୟ ୨୦ ବଖରା ଘର ଜଳି ପୋଡ଼ି ନଷ୍ଟ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Updating…

   Related Posts