ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ଜଳିଗଲା ୨୦ ବଖରା ଘର

Published By : Prameya-News7 Bureau | August 20, 2023 IST

ଡେଲାଙ୍ଗ, ୨୦/୦୮: ଭୟଙ୍କର ଅଗ୍ନିକାଣ୍ଡର ଜଳିଗଲା ୨୦ ବଖରା ଘର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପିପିଲି ଡେଲାଙ୍ଗ ବ୍ଲକ୍‌ ଧାନକେରା ପଞ୍ଚାୟତର ବରକେରା ଗ୍ରାମରେ। ଗ୍ରାମର ପ୍ରାୟ ୨୦ ବଖରା ଘର ଜଳି ପୋଡ଼ି ନଷ୍ଟ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Updating...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.