ନିଯୁକ୍ତି ପାଇଲେ ୨୪୯ ଜଣ ପ୍ରାଣୀ ଚିକିତ୍ସକ
1/11/2018 at 5:13 PM

ଭୁବନେଶ୍ବର ୧/୧୧: ନିଯୁକ୍ତି ପାଇଲେ ୨୪୯ ଜଣ ପ୍ରାଣୀ ଚିକିତ୍ସକ। ପ୍ରାଣୀ ସମ୍ପଦର ଗୁଣାତ୍ମକ ମାନ ବୃଦ୍ଧି ମାଧ୍ୟମରେ କୃଷକ ମାନଙ୍କ ଆୟ ଅଭିବୃଦ୍ଧି କ୍ଷେତ୍ରରେ ପ୍ରାଣୀ ଚିକିତ୍ସକମାନଙ୍କ ଭୂମିକା ଶୀର୍ଷକ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ପ୍ରାଣୀ ଚିକିତ୍ସକମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଓପିଏସି ଦ୍ବାରା ମନୋନୀତ ହୋଇଥିବା ୨୪୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ୫୪୧ ଟି ପ୍ରାଣୀ ଚିକିତ୍ସାଳୟ, ୩୨୩୯ ଟି ପ୍ରାଣୀଧନ ସହାୟକ କେନ୍ଦ୍ର କାମ କରୁଛି। ୨୦୨୦ ସୁଦ୍ଧା ଓଡିଶା କ୍ଷୀର ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିବ ବୋଲି କହିଛନ୍ତି କୃଷି ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ।
Related Posts
ପର ଘରେ ରୁଟି ତିଆରି କରୁଥିଲେ ମାଆ, ଝିଅ ପାଇଲେ ୨ଟି ସରକାରୀ ଚାକିରି
5 February 2023
ସ୍କୁଟିରୁ ହରିଣ ମାଂସ ଜବତ, ଜଣେ ଗିରଫ
5 February 2023
କିନ୍ନରମାନେ କରନ୍ତି ବହୁଚରା ମାତାଙ୍କ ପୂଜା, କାହିଁକି କରାଯାଏ ଏହି ପୂଜା ?
5 February 2023
ରାଉରକେଲା ଡବଲ ମର୍ଡର ଘଟଣା, ତିନି ଜଣଙ୍କୁ ଅଟକ ରଖିଛି ପୋଲିସ
5 February 2023