ରାଜଧାନୀରେ ମାଙ୍କଡର ଉତ୍ପାତ ; ଲୋକେ ଆତଙ୍କିତ

Published By : Prameya-News7 Bureau | August 04, 2018 IST

ରାଜଧାନୀ ଉପକଣ୍ଠରେ ପାଗଳ ମାଙ୍କଡର ଉତ୍ପାତ | ପାଗଳ ମାଙ୍କଡଟି ଲୋକଙ୍କୁ ଗୋଡେଇ ଗୋଡେଇ କାମୁଡୁଛି | ଏପର୍ଯ୍ୟନ୍ତ ୨୪ ଜଣଙ୍କୁ ଲହୁଲୁହାଣ କରିସାରିଲାଣି | ମାଙ୍କଡ ଧରିବାକୁ ବନବିଭାଗ ଓ ସିଟି ଫୋରେଷ୍ଟ ଅଧିକାରୀନ୍କ ତରଫରୁ ପ୍ରୟାସ ଜାରି ରହିଛି | ରାଜଧାନୀ ଉପକଣ୍ଠ ପଟିଆର ପଦ୍ମକେଶରୀପୁର ଗାଁରେ ଆତଙ୍କ ଖେଳିଛି ଉତ୍ପାତ ମାଙ୍କଡ | ମାଙ୍କଡ ଭୟରେ ଲୋକେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.