ପାଟଣା ରେଞ୍ଜରେ ୨୨ଟିକିଆ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଧନସମ୍ପତ୍ତି ନଷ୍ଟ

ପାଟଣା ୨୯।୦୭ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ । ଚମ୍ପୁଆ ରେଞ୍ଜରେ ୨୨ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଚିନ୍ତାରେ ସ୍ଥାନୀୟଲୋକେ । ଖବର ଅନୁଯାୟୀ, ବିଳମ୍ବିତ ରାତିରେ ହାତୀପଲ କରଞ୍ଜିଆ ରେଞ୍ଜରୁ ଆସି ପଦ୍ମପୁର ନିକଟରେ ବୈତରଣୀ ନଦୀ ପାର ହୋଇ ଚମ୍ପୁଆ ରେଞ୍ଜରେ ପଶିଥିଲେ। ରେଙ୍ଗାଳଗୋଡା ଗାଁରେ ଭରତ ଚନ୍ଦ୍ର ମହାନ୍ତଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରି ଦେଇଛନ୍ତି l ଘର ଭିତରେ … Continue reading ପାଟଣା ରେଞ୍ଜରେ ୨୨ଟିକିଆ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଧନସମ୍ପତ୍ତି ନଷ୍ଟ